ଚିତ୍ରକୋଣ୍ଡା ଥାନା ଉପରେ କଂଗ୍ରେସ କର୍ମୀଙ୍କ ଆକ୍ରମଣ

ପୁଲିସ ଗାଡିକୁ ଭାଙ୍ଗିଲେ ଉତ୍ୟକ୍ତ ଲୋକ ମାଲକାନଗିରି : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ଥାନା ଅଞ୍ଚଳର ଆରଏସସି୧୩ ଗ୍ରାମରେ ଗତ କିଛି ଦିନ ତଳେ ପୁଲିସ ରାତି ଅଧରେ ପଶି ମହିଳାମାନଙ୍କୁ ଆକ୍ରମଣ କରିବା ଘଟଣାରେ କଂଗ୍ରେସର ଫ୍ୟାକ୍ଟ ଫାଇଡିଂ ଟିମ ଗତ ଦିନରେ ଏସପିଙ୍କୁ ଭେଟି ସମସ୍ତ ରିପୋର୍ଟ ପ୍ରଦାନ କରିଥିବାବେଳେ ଆଜି ଚିତ୍ରକୋଣ୍ଡାରେ ଏହାକୁ ବିରୋଧ କରି ବିରାଟ ଜନସମାବେଶ ଅନୁଷ୍ଠିତ ହୋଇଥିଲା। ଜୟପୁର ବିଧାୟକ … Continue reading ଚିତ୍ରକୋଣ୍ଡା ଥାନା ଉପରେ କଂଗ୍ରେସ କର୍ମୀଙ୍କ ଆକ୍ରମଣ